ବିଶେଷ ଖବର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅଭୁତପୂର୍ବ ସଫଳତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ପ୍ରତିଶତ ଅଭିବୃଦ୍ଧି ଭୁବନେଶ୍ବର: ବିଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତାରେ ଅଭୁତପୂର୍ବ ଅଗ୍ରଗତି ଘଟିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶକ ତଥା ଓଡ଼ିଶା…