ଆଜିର ଖବର ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ ରାୟଗଡ଼ା: ବିକାଶର ଦାବି ମଧ୍ୟରେ ପୁଣି ସାମ୍ନାକୁ ଆସିଛି ଗ୍ରାମାଞ୍ଚଳର ଏକ ଅସହାୟ ଚିତ୍ର। ଗାଁକୁ ନାହିଁ ଭଲ ରାସ୍ତା, ପହଞ୍ଚିପାରୁନି ଆମ୍ବୁଲାନ୍ସ। ଜରୁରୀ ସମୟରେ ଚିକିତ୍ସା…