ଆଜିର ଖବର ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଭୁବନେଶ୍ବର: ଆଜି ପୁଣି ବିଜେଡିକୁ ଧକ୍କା। କାରଣ ବିଜେଡି ଛାଡି ଆଜି ବିଜେପିରେ ଯୋଗଦେଇଛନ୍ତି ଲମ୍ବୋଦର ନିଆଲ। ନୂଆପଡାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲମ୍ବୋଦର ବିଜେପିରେ…