ଆଜିର ଖବର ବିଜେଡି ଘୋଷଣା କଲା ତିନି ଜିଲ୍ଲାର ସଭାପତି, ଅଟକିଲା ଖୋର୍ଦ୍ଧା ଓ ବାଲେଶ୍ବର ଭୁବନେଶ୍ବର: ବିଜୁ ଜନତା ଦଳ ଆଉ ତିନିଟି ଜିଲ୍ଲାର ସଭାପତି ଓ ଉପସଭାପତିଙ୍କ ନାମ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସଭାପତିଙ୍କୁ ନିଯୁକ୍ତ…