ବିଶେଷ ଖବର ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ରାଜ୍ୟ କଂଗ୍ରେସର କର୍ମିମାନେ କାହିଁକି କଲେ ଘେରାଉ, ଜାଣନ୍ତୁ କାରଣ ଭୁବନେଶ୍ୱର: ବିଜେପି ସରକାରର ସମ୍ବିଧାନ ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପ ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଘେରାଉ କରାଯାଇଛି।…