ବିଜେପି ଯୁବାମୋର୍ଚ୍ଚା

ଭୁବନେଶ୍ବର: ଆଜି ଭୁବନେଶ୍ବରର ପିଏମଜି ଛକ ପାଲଟିଛି ରଣ କ୍ଷେତ୍ର। ବିଜେପି ଯୁବାମୋର୍ଚ୍ଚା କର୍ମିମାନେ ଆଜି ବିଧାନସଭା ଘେରାଉ କରିଥିଲେ। ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ସେମାନେ…