ଜାତୀୟ ଖବର ଆଜି ପ୍ରଧାନମନ୍ତ୍ରୀ ମୋଦି ବିଜେପିର ସକ୍ରିୟ ସଦସ୍ୟ ହେଲେ, ଆପଣଙ୍କୁ କଣ ଆଶ୍ଚର୍ଯ୍ୟ ଲାଗୁଛି କି ? ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ହୋଇଛନ୍ତି। ତାଙ୍କ ବାସଭବନରେ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ଦଳର…