ଆଜିର ଖବର ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଗତକାଲି ରାତି ପ୍ରାୟ ୨ଟା ସମୟରେ ଘରେ ଟଣାଯାଇଥିବା ବିଦ୍ୟୁତ୍ ସଂଯୋଗରେ…