ବିଧାନସଭାରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ଆଜି ବିଧାନସଭାରେ କଂଗ୍ରେସ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟଗଣ କଳା ପୋଷାକ ଓ କଳା କନା ଗୁଡାଇ ହୋଇ ଗୃହକୁ ପ୍ରବେଶ କରିଥିଲେ।…