ବିଶେଷ ଖବର ଆଜିଠାରୁ ଶୀତ ଅଧିବେସନ, ଗାଡି ଚଳାଚଳରେ ହେଲା ପରିବର୍ତ୍ତନ, ମୁତୟନ ହେବେ ସାର୍ପ ସୁଟର ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳିନ ଅଧିବେସନ। ଏହି ଅଧିବେସନର ଅବଧୀ ସ୍ବଳ୍ପ ହେଲେ ପ୍ରସଂଗ ରହିଛି ଅନେକ। ଏତେ ପ୍ରସଂଗକୁ ବିଧାନସଭାରେ ସମୟ ନାହିଁ।…