ରାଜ୍ୟ ଖବର ନଭେମ୍ବର ୩୦ରେ ଅବସର ନେବେ ଡିଜିପି ବିନୟତୋଷ ଭୁବନେଶ୍ୱର: ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ୧୯୯୩ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଆସନ୍ତା ନଭେମ୍ବର ୩୦ ତାରିଖରେ ଚାକିରିରୁ…