ଆଜିର ଖବର ସମ୍ ଅଲ୍ଟିମେଟ୍ ମେଡିକେୟାର ଡାକ୍ତରଙ୍କ ସଫଳ ଟ୍ୟୁମର ଅସ୍ତ୍ରୋପଚାର: ବିରଳ ବ୍ୟାଧିରୁ ସୁସ୍ଥ ହେଲେ ବାଳିକା ଭୁବନେଶ୍ୱର: ଏକ ବିରଳ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ଜଣେ ୯ ବର୍ଷ ବାଳିକାର ଚିକିତ୍ସା କରି ତାକୁ ସୁସ୍ଥ କରିବାରେ ସଫଳ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ୍…