ଆଜିର ଖବର ନୀତିଶ କୁମାରଙ୍କ ପୁଣିଥରେ ବିରୋଧର ସ୍ଵର: ଜାତିଗତ ଜନଗଣନା ପାଇଁ କେନ୍ଦ୍ରକୁ ଦେଲେ ପରାମର୍ଶ ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିନ ଜାତିଗତ ଜନଗଣନା ପାଇଁ ନିଜର ଦାବିକୁ ଦୋହରାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏହା ଜାତୀୟ…