ବିଶାଖପାଟଣା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶାଖପାଟଣାରେ ଏକ ଦୁଇଦିନିଆ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର କରାଟେ ଏକାଡେମୀର ଆଠଜଣ କରାଟେ ଖେଳାଳି ଅଂଶ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି।…