ଆଜିର ଖବର ମମିତା ମେହେରଙ୍କ ମା’ ତୁଲସୀ ମେହେର ଗୁରୁତର ଅସୁସ୍ଥ: ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର ଭୁବନେଶ୍ବର: ମମିତା ମେହେରଙ୍କ ମା’ ତୁଲସୀ ମେହେର ଗୁରୁତର ଅସୁସ୍ଥ ହୋଇପଡିଥିବା ସୂଚନା ରହିଛି। ତୁଲସୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାରମ୍ବାର ଅଚେତ ହୋଇପଡୁଥିବା…