ଆଜିର ଖବର ବାଲୁଗାଁ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ଦ୍ଵାରା ବିଶାଳ ଗଣଧାରଣା: ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରୁ ନିୟମିତ ଯାତାୟତ କରୁଥିବା ଶତାଧିକ ରେଳ ଯାତ୍ରୀମାନେ ଏକ ବିଶାଳ ଗଣଧାରଣା…