ଅନ୍ତରାଷ୍ଟ୍ରୀୟ ରୋମରେ ସାରା ବିଶ୍ବକୁ ନବୀନ ବାଣ୍ଟିଲେ ଓଡ଼ିଶାର ସଫଳତା, ଜାତିସଂଘ କଲା ଉଚ୍ଚ ପ୍ରଶଂସା ରୋମ / ଭୁବନେଶ୍ୱର: ଆଜି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ମୁଖ୍ୟାଳୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଖାଦ୍ୟ ସଂଙ୍କଟରୁ କିପରି ମୁକୁଳି ବଳକା…