ବିଶ୍ୱପ୍ରସିଦ୍ଧ ସୁନାବେଶ

ଭୁବନେଶ୍ବର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସୁନାବେଶ ପାଇଁ ଏକ ନୂତନ ସୁନା ଅଳଙ୍କାର ସେଟ୍ ପ୍ରସ୍ତୁତ କରାଯିବ। ଏନେଇ ଖୁବଶୀଘ୍ର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ।…