ଅନ୍ତରାଷ୍ଟ୍ରୀୟ ୭୦ ବର୍ଷ ପରେ ଆଇଏମ୍ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ ଇସଲାମାବାଦ୍/ଜେନିଭା: ଦୀର୍ଘ ୭୦ ବର୍ଷର ବ୍ୟବଧାନ ପରେ ପାକିସ୍ତାନକୁ ମିଳିବାକୁ ଯାଉଛି ଏକ ବଡ଼ ଗ୍ଲୋବାଲ୍ ଦାୟିତ୍ୱ। ୨୦୨୭ ମସିହାରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏବଂ…