ବିଷ ପିଇଲେ ଦମ୍ପତି

ସୀତାରାମ ଅଗ୍ରୱାଲ ବାଣପୁର: ପାରିବାରିକ କଳହରୁ ଦମ୍ପତି ବିଷ ପିଇଥିବା ଅଭିଯୋଗ ହୋଇଛି। ଏଥିରେ ସ୍ତ୍ରୀ ସୁସ୍ଥ ହୋଇଯାଇଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ଗତକାଲି ବାଣପୁର…