ଆଜିର ଖବର ଯାତ୍ରୀ ବିଶ୍ରାମାଗାର କୁ ଧକ୍କା ଦେଲା ଯାତ୍ରୀବାହି ବସ୍, ଡ଼୍ରାଇଭର ମୃତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ଲକ୍ଷ୍ମୀ ନାରାୟଣ ପୁର ଛକରେ ବୀଣାପାଣି ନାମକ ଘରୋଇ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଉକ୍ତ ବସ…