ରାଜ୍ୟ ଖବର ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାରେ ଅବିରତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ପ୍ରବଳ ବର୍ଷା କାରଣରୁ ମୟୂରଭଞ୍ଜର ଏକାଧିକ ପ୍ରମୁଖ ନଦୀରେ ଜଳସ୍ତର…