ଆଜିର ଖବର ଗ୍ୟାସ ଦର ବୃଦ୍ଧି ପ୍ରତିବାଦ: ଆସନ୍ତାକାଲିଠୁ ୩ ଦିନ ଧରି ଆନ୍ଦୋଳନ କରିବ ବିଜେଡ଼ି ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧିକୁ ନେଇ କେଦ୍ର ସରକାର ବିରୋଧରେ ବିଜେଡ଼ିର ପ୍ରତିବାଦ କରିବ। ତିନି ଦିନ ଧରି ରାଜ୍ୟରେ ଆନ୍ଦୋଳନକୁ ଓହ୍ଳାଇବ ବିଜେଡ଼ି। ଆସନ୍ତାକାଲି ଠାରୁ…