ଅନ୍ତରାଷ୍ଟ୍ରୀୟ ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି ଇସଲାମାବାଦ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୩ ବର୍ଷ ମଧ୍ୟରେ ପ୍ରାୟ ୭ ଗୁଣ ବୃଦ୍ଧି ପାଇ…