ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଗତ ଦିନରେ ଦିଗପହଣ୍ଡି ଅଞ୍ଚଳରେ ଘନଘନ ବୋମାମାଡ କରି ଅଞ୍ଚଳ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଥିବା ଯୁବକ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ବୋମା ତିଆରି କରି ଅପରାଧୀମାନଙ୍କୁ ଯୋଗାଇ ଆସୁଥିବା ଅସଲ ଯୁବକ ସୁନୀଲକୁ କାବୁ କରି ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Categories
ବୋମା ତିଆରି ଅଭିଯୁକ୍ତ ସୁନୀଲ ସେଠୀ ଗିରଫ
