ବିଶେଷ ଖବର ମାନବିକତାର ଅପମୃତ୍ୟୁ, ଆମ୍ବୁଲାନସ୍ ପାଇଁ ନାବାଳକ ପୁଅ ଆଗରେ ଗଲା ବାପାର ଜୀବନ, ଦାୟୀ କିଏ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର, କରୋନା ସମୟରେ ରୋଗୀକୁ ହସ୍ପିଟାଲ ନେବା ଲାଗି ଆମ୍ବୁଲାନସ ମନା କରିଦେବାରୁ ମୃତ୍ୟୁ। ଏଭଳି ଅମାନବିକତା ଘଟଣା ଘଟିଯାଇଛି ବ୍ରହ୍ମପୁର ସହରରେ।…