Categories
ଆଜିର ଖବର ରାଜ୍ୟ ଖବର

ସେନା ମେଡାଲ ବ୍ରିଗେଡିୟର ଭିଗ୍ନେଶ ମହାନ୍ତିଙ୍କ ରାଜ୍ୟପାଳଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର: ବ୍ରିଗେଡିୟର ଭିଗ୍ନେଶମହାନ୍ତି( ସେନା ମେଡାଲ),କମାଣ୍ଡରଛତିଶଗଡ-ଓଡିଶାସବ୍ ଏରିଆ(କୋସା), ଆଜି ଓଡିଶାର ମାନ୍ୟବର ରାଜ୍ୟପାଳପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସୈଜନ୍ୟମୂଳକ ସାକ୍ଷାତ  କରିଛନ୍ତି ।

ପ୍ରକାଶ ଥାଉକିମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ 2 ଦିନିଆ ଓଡିଶା ଗସ୍ତ ସାରି ଗତକାଲି ଅପରାହ୍ଣରେ ପ୍ରତ୍ୟାବର୍ତ୍ତନ ସମୟରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ଅତିଥିମାନଙ୍କ ସହିତ ବ୍ରିଗେଡିୟର ଶ୍ରୀ ମହାନ୍ତି  ମଧ୍ୟ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ ।