ଆଜିର ଖବର ଚରଡପଶି ସ୍କୁଲ ବନ୍ଦ ପ୍ରତିବାଦରେ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ କନ୍ଦର୍ପ ବେହେରା ରେଢ଼ାଖୋଲ: ପ୍ରାଥମିକ ଶିକ୍ଷାର ଉନ୍ନତି କିପରି ହୋଇପାରିବ, ସେଥିପାଇଁ ସରକାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାଜ୍ୟର କେଉଁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି…