ଆଞ୍ଚଳିକ ଉପାଧ୍ୟକ୍ଷ ନିର୍ବାଚନ: ଚିଲିକା ନିର୍ବାଚନ ମଣ୍ଡଳୀର ଉଭୟ ବ୍ଲକ ହାତେଇଲା ବିଜେପି ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସାରା ରାଜ୍ୟରେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଚାଲିଛି। ଅଧ୍ୟକ୍ଷ ପଦ ପାଇଁ ଗତ ୧୨ ତାରିଖରେ ନିର୍ବାଚନ ସରିଯାଇଥିବା…