ଜାତୀୟ ଖବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଆୟୋଜିତ ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍କୁ ସମ୍ବୋଧନ କରିଛନ୍ତି। ଫୋରମ୍ରେ ଶ୍ରୀ ମାଇକେଲ୍ ବ୍ଲୁମବର୍ଗଙ୍କ ପୂର୍ବ ଅଭିଭାଷଣର ଉଲ୍ଲେଖ…