ଅପରାଧ ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ ଭୁବନେଶ୍ବର: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଲୁହୁରାଚଟି ପଣ୍ଡକିପାଲି ଗାଁର ଅମୃତ ବର୍ଗେଙ୍କରମାସେ ତଳେ ମୃତ୍ୟୁ ହୋଇଥିଲା। ପରମ୍ପରା ଅନୁଯାୟୀ ପରିବାର ଲୋକେ ତାଙ୍କ ମୃତଦେହକୁ ଗାତ…