ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁକୁ

ଚାଉଳିଆଗଞ୍ଜ: ଚାଉଳିଆଗଞ୍ଜଥାନାର ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସହକର୍ମୀ ଓ ପରିଚିତମାନେ। ମେଳାପି ସ୍ୱଭାବ, ମାନସିକ ଦୃଢ଼ତା ଓ କାର୍ଯ୍ୟଦକ୍ଷତା…