ଆଜିର ଖବର ଶ୍ରୀମନ୍ଦିରରେ ଭଉଁରୀ ତିଥି, ଆଜ୍ଞାମାଳ ଆସିବା ପରେ ସଂପର୍ଣ୍ଣ ହେଲା ଚକାଡେରା ନୀତି ପୁରୀ, ଆଜି ହେଉଛି ପବିତ୍ର ଭଉଁରୀ ତିଥି। ଏହି ତିଥିର ରହିଛି ଏକ ସ୍ବତନ୍ତ୍ରତା। କାରଣ ଏହି ଦିନ ଶ୍ରୀଜଗନ୍ନାଥଙ୍କର ଏକ ସ୍ବତନ୍ତ୍ର ନିତି ପାଳନ କରାଯାଇଥାଏ।…