ଭକ୍ତ ଦାସ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ସବୁଠୁ ଯେଉଁ ବଡ ଚର୍ଚ୍ଚା ଚାଲିଛି ତାହା ହେଲା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଆଉ ଏହି ଚର୍ଚ୍ଚାର ମୁଖ୍ୟ ନାୟକ…

ଭୁବନେଶ୍ୱର: ମହିଳାଙ୍କ ଅଭିଯୋଗର ପ୍ରତିକାର ପାଇଁ କଂଗ୍ରେସ ଆରମ୍ଭ କଲା ଭିନ୍ନ ପଦକ୍ଷେପ। ଏକ ଅଭି।ୋଗ ପ୍ରକୋଷ୍ଠ ଗଠନ କରାଯିବା ସହ ‘ଆପ’ ଆରମ୍ଭ ହୋଇଛି। ଏହା…

ଭୁବନେଶ୍ବର: ଚଳିତ ମାସ ୧୧ ତାରିଖରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି। ସେଥିପାଇଁ ପ୍ରଦେଶ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇଉଠିଛି। ଭକ୍ତ ଦାସ…

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର ବହୁପରିଚିତ ସାମ୍ବାଦିକ ଶ୍ରୀ ଅରବିନ୍ଦ ଦାସ କଂଗ୍ରେସ…

ଭୁବନେଶ୍ବର: ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ନାର୍ଯ୍ୟ ଆରକ୍ଷଣ ବାବିରେ ପିସିସି ସଭାHପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ଭୁବନେଶ୍ୱର: ରାଜ୍ୟର ପ୍ରଗତି କୃଷି ବିକାଶ ଉପରେ ନିର୍ଭରଶୀଳ। କୃଷି ଆମ ରାଜ୍ୟବାସୀଙ୍କ ମୁଖ୍ୟ ଜିବୀକା । କୃଷି କାର୍ଯ୍ୟ ଓ କୃଷକ ସମାଜ ପ୍ରତି ସର୍ବଦା…

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର…

ଭଦ୍ରକ:-ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ନେତା ଅସିତ ପଟ୍ଟନାୟକ ଙ୍କ ନେତୃତ୍ୱରେ ସ୍ଥାନୀୟ…

ଭୁବନେଶ୍ୱର: କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ପୂର୍ବ ନିଷ୍ପତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସର୍ବୋଦୟ ସଂକଳ୍ପର ଦୁଇଦିନିଆ ଶିବିର ଆଜି…

ଭୁବନେଶ୍ବର: ଗୁଜରାଟର ଅହମଦାବାଦ ଠାରେ ଅନୁଷ୍ଠିତ ଏଆଇସିସି ଅଧିବେଶନ ରେ ଏବଂ ସାବରମତୀ ଆଶ୍ରମ ରେ ଅନୁଷ୍ଠିତ ନ୍ୟାୟପଥ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଛନ୍ତି ପିସିସି ସଭାପତି ଶ୍ରୀ…

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ନିର୍ମାଣ ହେଉଥ‌ିବା ବିମାନବନ୍ଦର ଯୋଗୁଁ ୪୩ଜଣ ଜନଜାତି ପରିବାରବର୍ଗଙ୍କର ବାସଗୃହ ନଷ୍ଟ ହୋଇଯାଇଛି। ଏହି ଘଟଣାର ଏଅନୁଧ୍ୟାନ କରିବା…

ଭୁବନେଶ୍ବର: ଗତ ୨୭ ତାରିଖରେ ମହିଳା ସୁରକ୍ଷା ଏବଂ ଅଧିକାର ନିମନ୍ତେ କଂଗ୍ରେସର  ବିଧାନସଭା ଘେରାଉ କାର୍ଯ୍ୟକ୍ରମ ହେଉଥିବା ବେଳେ, ପୋଲିସ ପକ୍ଷପାତିତା କରି ଅମାନୁଷିକ ଆକ୍ରମଣ…

ଭୁବନେଶ୍ୱର: ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ…

ଭୁବନେଶ୍ବର:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଡାକିଥିବା ବିଭିନ୍ନ ବିରୋଧୀ ଦଳଙ୍କ ବୈଠକରେ ଓଡିଶାରୁ ଯୋଗ ଦେବେ ବିଜେଡି ଓ କଂଗ୍ରେସ। ଏଥିପାଇଁ ଉଭୟ ଦଳର ସଦସ୍ୟ…

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ଗୁରୁତ୍ଵପୂର୍ଣ ବୈଠକ…

ନୂଆଦିଲ୍ଲୀ: ଆଜି ଏଆଇସିସିର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆଦିଲ୍ଲୀରେ ସେ ତାଙ୍କୁ ସାକ୍ଷାତ କରିବା ସହିତ…

ଭୁବନେଶ୍ବର: ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଶାସନକଳ ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ରାଜ୍ୟରେ ନାରୀ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ଦିନକୁ ଦିନ ହୁ…

ଭୁବନେଶ୍ବର: ଓଡିଶା ରାଜନୀତିରେ ବର୍ତ୍ତମାନ କଂଗ୍ରେସ ଦଳ କିଛି ଦିନ ଧରି ବେଶ ଚର୍ଚ୍ଚାକୁ ଆସିଛି। ତାହାର କାରଣ ହେଲା ଭକ୍ତ ଦାସ କଂଗ୍ରେସ ସଭାପତି ହେବା…

ଭୁବନେଶ୍ବର: କଂଗ୍ରେସ ସଂକଳ୍ପ ଯାତ୍ରା ବେଳେ ଆହତ ହୋଇଥିବା ସଭାପତି ଭକ୍ତଚରଣ ଦାସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ବାମ ହାତରେ ଅସ୍ତ୍ରପୋଚାର କରାଯାଇଛି। ଭୁବନେଶ୍ବରର ଏକ…

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର…

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତଚରଣ ଦାସ ଆସନ୍ତାକାଲି ଦିନ ୧୦ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦର…