ଜୀବନ ଶୈଳୀ ଆଯୁର୍ବେଦ ଶାସ୍ତ୍ରରେ ରହିଛି ଏହି ଜିନିଷଗୁଡିକ ସହିତ କେବେ ବି କ୍ଷୀର ପିଇବା ଉଚିତ ନୁହେଁ, ଜାଣନ୍ତୁ କଣ କୋଲକାତା: ଭଗବାନଙ୍କ ସୃଷ୍ଟି ଅନେକ ଜିନିଷ ଅଛି ଯାହାକୁ ମଣିଷ ଖାଇବା କିମ୍ବା ପିଇବା ନିହାତି ଆବଶ୍ୟକ। କାରଣ ଶରୀର ପାଇଁ ଯେଉଁ ଭିଟାମିନର ଆବଶ୍ୟକତା ଅଛି…