ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଗୋପାଳପୁର ଅଞ୍ଚଳର ଏକ ଭଡ଼ା ଘରେ ଚଢ଼ାଉ କରି ପୋଲିସ…