ଜାତୀୟ ଖବର ‘ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ’ ନିମନ୍ତେ ଆବେଦନ ପତ୍ର ଆମନ୍ତ୍ରଣ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘କ୍ରିଏଟିଭ୍ ମାଇଣ୍ଡସ ଅଫ୍ ଟୁମରୋ’ / ‘ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ’ ନିମନ୍ତେ ଆବେଦନ ପାଇଁ ଆଜି ଆମନ୍ତ୍ରଣ ଆରମ୍ଭ…