ଆଜିର ଖବର ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡ଼ାବାହାଲି ଗ୍ରାମରେ ବୁଧୁବାର ଦିନ ରନ୍ଧା ଦେଶୀ ମଦ ଭାଟିକୁ ନେଇ ମହିଳା ମାନେ ତାତି…