ଭାବପ୍ରବଣ ଚିଠି

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର କର୍କଟ ରୋଗରେ ପୀଡିତ। ସୂଚନା ଅନୁଯାୟୀ, ତାଙ୍କର ଦ୍ୱିତୀୟ ପର୍ଯ୍ୟାୟର କର୍କଟ ରୋଗ ହୋଇଛି।…