ଜାତୀୟ ଖବର ସ୍ୱଦେଶୀ ହିଁ ଶକ୍ତି: ଭାରତୀୟ ଉତ୍ପାଦକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପାର୍ବଣ ଋତୁରେ ଭାରତୀୟ ଉତ୍ପାଦ କ୍ରୟ କରି ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ, ସୃଜନଶୀଳତା ଏବଂ ନବାଚାରର ଉତ୍ସବ…