ଆଜିର ଖବର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁ୍ଜି) ୨୦୩୦ ପୂର୍ବରୁ, ଭାରତୀୟ କ୍ରୀଡା ପ୍ରାଧିକରଣ (ଏସଏଆଇ) ମାଇଁ ଭାରତ ସହଯୋଗରେ ତିନୋଟି ଦେଶବ୍ୟାପୀ…