ଜାତୀୟ ଖବର ରାତି ଅଧରେ ଆକ୍ରମଣ କଲା ଭାରତ, ପାକିସ୍ଥାନରେ ଥିବା ଆତଙ୍କବାଦୀ ସ୍ଥାନଗୁଡିକରେ ହାମଲା ନୂଆଦିଲ୍ଲୀ: ରାତି ଅଧରେ ପାକିସ୍ଥାନରେ ଥିବା ଆତଙ୍କବାଦୀ ସ୍ଥାନଗୁଡିକରେ ହାମଲା କରିଛି ଭାରତ। ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଏକ ଐତିହାସିକ ତ୍ରି-ସେବା ଅଭିଯାନରେ ସାମିଲ…