ଆଜିର ଖବର ଭୁଟାନ ଛାତ୍ରମାନଙ୍କ ପାଇଁ ଆସାମର ମେଡିକାଲ କଲେଜରେ ମିଳିବ ସିଟ୍: ନିଷ୍ପତ୍ତି ନେଲା ହିମନ୍ତ ବିଶ୍ୱ ସରମାଙ୍କ କ୍ୟାବିନେଟ୍ ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ କ୍ୟାବିନେଟ ରାଜ୍ୟର ଦୁଇଟି ମେଡିକାଲ କଲେଜରେ ଭୁଟାନ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ…