ଭୁପେଶ ବଘେଲ

ନୂଆଦିଲ୍ଲୀ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦିୱାଲୀ ଦିନ ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଛତିଶଗଡରେ କଂଗ୍ରେସ କ୍ଷମତାରେ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ -୨୦୨୪ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିଜେପିକୁ…

ରାୟପୁର: ଛତିଶଗଡରେ ୨୧ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ବିଜେପି ପ୍ରକାଶ କରିଛି। ଛତିଶଗଡର ଦୁର୍ଗ ଜିଲ୍ଲା ବିଷୟରେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ…

ରାୟପୁର: ଛତିଶଗଡ ସରକାର ଏପ୍ରିଲ ୧ ତାରିଖରୁ ଶିକ୍ଷିତ ବେକାରୀଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ବେକାରୀ ଭତ୍ତା ଦେବା ଆରମ୍ଭ କରି ଦେଇଛନ୍ତି। ଏହା ସହିତ…

ନୂଆଦିଲ୍ଲୀ: ଛତିଶଗଡର ଶିକ୍ଷିତ ବେକାରଙ୍କ ପାଇଁ ଏକ ବଡ଼ ଖବର ଅଛି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଶିକ୍ଷିତ ଯୁବକଙ୍କୁ ବେକାରୀ ଭତ୍ତା…

ନୂଆଦିଲ୍ଲୀ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି…

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସ ଏକ ବଡ଼ ପ୍ରଦର୍ଶନ କରିଛି। ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ କର୍ମୀଙ୍କ ଭିଡ ସେମାନଙ୍କ ନେତାଙ୍କ କଥା ଶୁଣିବା ପାଇଁ…

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗୁରୁବାର ଦିନ କେନ୍ଦ୍ର ତଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚ୍ୟାଲେଞ୍ଜ କରିଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଜେରା ସମୟରେ କ୍ୟାମେରା…

ରାୟପୁର: ଛତିଶଗଡର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ସ୍ଥାପିତ ହେବ। ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏହା…

ରାୟପୁର: ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା ରାଷ୍ଟ୍ରପତିଙ୍କ ଠାରୁ ‘ଇଚ୍ଛାମୃତ୍ୟୁ’ ଦାବି କରିଛନ୍ତି। ନନ୍ଦ କୁମାର ବଘେଲ ମଧ୍ୟ ରାଷ୍ଟ୍ରୀୟ ମତଦାତା ଜାଗୃତ ମଞ୍ଚରେ ସଭାପତି ଅଟନ୍ତି।…

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା ନନ୍ଦ କୁମାର ବଘେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହେବ। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, କେହି ଆଇନଠାରୁ…

ନୂଆଦିଲ୍ଲୀ: ପଞ୍ଜାବ ପରେ ଏବେ ଛତିଶଗଡ କଂଗ୍ରେସର ଲଢେଇ ଏବେ ଦିଲ୍ଲୀରେ ପହଞ୍ଚିଛି। ସୂଚନାନୁସାରେ ଆସନ୍ତାକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ…