ବିଶେଷ ଖବର ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀରେ ୧୫ତମ ଅଧିବେଶନକୁ ସମ୍ବୋଧିତ କଲେ ଭୂପେନ୍ଦ୍ର ଯାଦବ ନୂଆଦିଲ୍ଲୀ: ଆମକୁ ଧାରଣ କରି ରଖିଥିବା ଭୂମିର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ବ, ଏହାଦ୍ବାରା ଆମେ ବିଶ୍ବ ତାପମାତ୍ରା ବୃଦ୍ଧିର ନିରାକରଣ କରିପାରିବା। ଏହା କହିଛନ୍ତି କେନ୍ଦ୍ର…