ଆଜିର ଖବର ବରଗଡରେ ଶାଢୀ ବାଣ୍ଟୁଛି ବିଜେପି, ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ବିଜେଡି ଭୁବନେଶ୍ବର: ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେଡି। ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ଭୋଟରଙ୍କୁ ଶାଢୀ ବାଣ୍ଟୁଥିବାର ଅଭିଯୋଗ…