ଭୋଟ ଦେଲେ ଶ୍ରୀମୟୀ

ଭୁବନେଶ୍ବର: ବହୁଦିନ ଧରି କୁଆଡେ ଉଭାନ ହୋଇଯାଇଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶେଷରେ ଆର୍ବିଭାବ ହେଲେ। ତେବେ ନିର୍ବାଚନ ପ୍ରଚାରରେ ନୁହେଁ ବରଂ ମତଦାନ କରିବା…