ଆଜିର ଖବର ଶ୍ରାବଣ ମାସରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏଭଳି କାମ: କ୍ରୋଧିତ ହୁଅନ୍ତି ଭୋଳାନାଥ ନୂଆଦିଲ୍ଲୀ: ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅପାର ଆଶୀର୍ବାଦ ପ୍ରାପ୍ତ ହୁଏ। ଶ୍ରାବଣ ମାସ ସୋମବାର ଦିନ ଉପବାସ ପାଳନ…