ଆଜିର ଖବର ଦେଶରେ ଏ ପର୍ଯ୍ୟନ୍ତ ଦିଆଗଲାଣି 14 କୋଟିରୁ ଅଧିକ କୋଭିଡ ଟିକା ନୂଆଦିଲ୍ଲୀ, କରୋନା ଟିକା ପ୍ରୟୋଗ କରିବାରେ ଭାରତ ଦ୍ରୁତତମ ଦେଶ ହୋଇପାରିଛି। କେବଳ 99 ଦିନରେ 14 କୋଟି କୋଭିଡ ଟିକା ଦିଆଯାଇଛି। ଏଥିରେ 92 ଲକ୍ଷ…