ଆଜିର ଖବର ଏରସମା ବ୍ଲକର ଅଧିକାଂଶ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ; ଭୋକିଲା ପେଟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ରମେଶ ମହାନ୍ତି ଜଗତସିଂହପୁର : ସଭିଏଁ ପଢିବେ ସଭିଏଁ ବଢିବେ ସ୍ଲୋଗାନ ଜୋର। କାମ କିନ୍ତୁ ଓଲଟା। ଛୋଟଛୋଟ କୋମଳମତୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଯୋଗାଇଦେଉଛନ୍ତି ମଧ୍ୟାହ୍ନ…